ସିରମ୍ ଇନଷ୍ଟିଚୁ୍ୟଟ୍ ସିଇଓଙ୍କୁ ‘ଏସିଆନ୍ ଅଫ ଦି ଇୟର’ ସମ୍ମାନ । ସିରମ ଇନଷ୍ଟିଚୁ୍ୟଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦର ପୁନୱାଲଙ୍କୁ ‘ଏସିଆନ୍ ଅଫ ଦି ଇୟର’ ସମ୍ମାନ ପାଇଁ ମନୋନୀତ କରାଯାଇଛି । ସିଙ୍ଗାପୁରର ଦୈନିକ ଖବର କାଗଜ ଦି ଷ୍ଟ୍ରେଟସ ଟାଇମ୍ସ ପକ୍ଷରୁ ଏହି ସମ୍ମାନ ଜନକ ପୁରସ୍କାର ଗାଗି ପୁନୱାଲାଙ୍କ ସମେତ ୬ ଜଣଙ୍କୁ ମନୋନୀତ କରାଯାଇଛି । କରୋନା ଭୂତାରୁ ବିରୋଦରେ ଜାରି ରହିଥିବା ଲଢେଇରେ ଅବଦାନ ଯୋଗୁଁ ଏହି ସମ୍ପାନ ପ୍ରଦାନ କରାଯାଇଛି ।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0