ଆନନ୍ଦପୁର : ଆନନ୍ଦପୁରର ପଞ୍ଚୁପଲ୍ଲୀ ଗ୍ରାମ ବୈତରଣୀ ନଦୀପଠାରୁ ଏକ ଅଜଗର ଛୁଆ ଉଦ୍ଧାର । କିଛିି ଯୁବକ ନଦୀକୁ ମାଛ ଧରିବାକୁ ଯାଇଥିବା ବେଳେ ସାପଛୁଆଟିକୁ ଦେଖିଥିଲେ । ସୂଚନା ପାଇ ବନବିଭାଗ ସାପଟିକୁ ଉଦ୍ଧାର କରିବା ସହ ସାତକୋଶିଆ ଜଙ୍ଗଲରେ ଛାଡିବା ପାଇଁ କହିଛି ।

Visitors Today : 1
Total Visitors : 130303
Total Views : 9891806
Visitors Online Now : 0