spot_img

ବୁମରାଙ୍କୁ ନେଇ ଏପରି କହିଲେ ସୋଏବ ଅଖତାର

ନୂଆଦିଲ୍ଲୀ: ଭାରତୀୟ ଦ୍ରୁତ ବୋଲର ବୁମରାଙ୍କୁ ପ୍ରଶଂସା କରିଛନ୍ତି ପାକିସ୍ତାନ ଦଳର ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖତାର । ସୋଏବଙ୍କ କହିବା ଅନୁସାରେ, ବୁମରା ବିଶ୍ୱର ସବୁଠାରୁ ସ୍ମାର୍ଟ ତଥା ଚତୁର ବୋଲର । ବାୟୁରେ ସେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଧୋକା ଦେବାର କଳା ସେ ଶିଖିଛନ୍ତି । ମାତ୍ର ୫ ସେକେଣ୍ଡ ମଧ୍ୟରେ ବୁମରା ଏକ କଷ୍ଟକର ରନ ଅପରୁ ବୋଲିଂ କରି ଯେକୌଣସି ବ୍ୟାଟ୍ସମ୍ୟାନଙ୍କୁ ଚତୁରତାର ସହ ଝଟକା ଦେବାରେ ସକ୍ଷମ । ବୁମରା ଭାରତୀ ପ୍ରଥମ ଦ୍ରୁତ ବୋଲର, ଯିଏ ପବନର ଗତିକୁ ରୋକିବା ସହ ଦିଗକୁ ଫାଇଦା ଉଠାଇ ବୋଲିଂ କରିପାରୁଛନ୍ତି । ଗ୍ରାଉଣ୍ଡରେ ଅଧିକ ଘାସ ନ ଥିଲେ ମଧ୍ୟ ସସଫଳତାର ସହ ବୋଲିଂ କରିବାର କଳାକୁ ଶିକ୍ଷା କରିଛନ୍ତି । ତେବେ ଏକ ୟୁଟ୍ୟୁବ ଚ୍ୟାନେଲ ‘ସ୍ପୋଟ୍ସ ଟୁଡେ’ କୁ ସାକ୍ଷାତକାର ଦେଇ ଏପରି କହଛନ୍ତି ସୋଏବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular