spot_img

ନିଆରା ଭାବରେ ଝିଅର ଜନ୍ମଦିନ ପାଳିଲେ ଜବାନ

ପୁରୀ : ନିଆରା ଭାବରେ ଝିଅର ଜନ୍ମଦିନ ପାଳିଲେ ଅବସର ପ୍ରାପ୍ତ ନୈାସେନା ଜବାନ । ଭିନ୍ନକ୍ଷମ ଓ ଅସହାୟଙ୍କ ଗହଣରେ ନିଜ ଝିଅ ସ୍ଥିତିପ୍ରଜ୍ଞା ର ଜନ୍ମଦିନ ପାଳିଛନ୍ତି ପୁରୀ ନିମାପଡ଼ା ବ୍ଲକ ଅନ୍ତର୍ଗତ ରାମରଙ୍ଗ ଅଂଚଳର ସୁଧିର ରଞ୍ଜନ ଦାଶ । ଏଭଳି ଏକ ଖୁସିର ମୁହୁର୍ତ୍ତକୁ ମନଭରି ଉପଭୋଗ କରିଛନ୍ତି ନିଳାନ୍ଦ୍ରୀ ନିଳୟର ରହୁଥିବା ଭିନ୍ନକ୍ଷମ ଓ ଅସହାୟ ବ୍ୟକ୍ତି ମାନେ । ଜନ୍ମଦିନ ପାଳନ ସହ ସେମାନଙ୍କ ପାଇଁ ଗୋଟିଏ ଦିନର ଖାଇବା ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଜବାନଙ୍କ ଏଭଳି ମହତ କାର୍ଯ୍ୟକୁ ନେଇ ପ୍ରଶଂସା କରିଛନ୍ତି ସ୍ଥାନୀୟ ସମାଜେସବୀ ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular