ନୂଆଦିଲ୍ଲୀ: ପ୍ରଦୂଷଣ ବୃଦ୍ଧି ଯୋଗୁଁ ଦିଲ୍ଲୀ ଛାଡିଲେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ । ଡାକ୍ତରଙ୍କ ପରାମର୍ଶ କ୍ରମେଏକ ଅନୁକୂଳ ପରିବେଶରେ ଦିଲ୍ଲୀ ବାହାରେ କିଛି ସମୟ ଅତିବାହିତ କରିବେ ସୋନିଆ । ତେଣୁ ଆଜି ସୋନିଆ ଗାନ୍ଧି ନିଜ ସ୍ୱପୁତ୍ର ରାହୁଲ ଗାନ୍ଧିଙ୍କ ସହ ଗୋଆ ଅଭିମୁଖେ ଯାତ୍ରା କରିଛନ୍ତି । ଗୋଆରେ ସୋନିଆ ପ୍ରାୟ ଏକ ସପ୍ତାହ ରହିବେ । ତେବେ ଗତ ବର୍ଷ ମଧ୍ୟ ସେ ଗୋଆରେ ଏକ କିମ୍ବା ଦୁଇ ସପ୍ତାହ ବିତାଇଥିଲେ ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0