spot_img

କୃଷକଙ୍କୁ ମୂଲ୍ୟବାନ ଉପହାର ଦେଲେ ବଲିଉଡ ଅଭିନେତା ସୋନୁ ସୁଦ । ଜାଣନ୍ତୁ ଏହାର ରହସ୍ୟ . . .

ବଲିଉଡ ଅଭିନେତା ସୋନୁ ସୁଦ କୋରନା ସମୟରେ ଲୋକଙ୍କୁ ସାହାର୍ଯ୍ୟ କରି ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ପୁଣି ଭଗବାନ ସାଜିଛନ୍ତିି ଜଣେ କୃଷକ ପରିବାର ପାଇଁ ।

ଆନ୍ଧ୍ରପ୍ରଦେଶ ର ଜଣେ କୃଷକ ନାଗେଶ୍ୱର ରାଉତ୍ ତାଙ୍କର ଦୁଇ ଝିଅଙ୍କ ଉପରେ ଲଙ୍ଗଳ ରଖି ଚାଷ କରୁଥିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପଇସା ଅଭାବରୁ ସେ ବଳଦ ନକିଣିପାରି ଏପରି କରୁଥିବା ଜଣାପଡିଥିଲା ।

ଏହାକୁ ନେଇ ସୋନୁଙ୍କ ଜଣେ ଫ୍ୟାନ ସେମାନଙ୍କୁ ସାହାଯ୍ୟ କରିବାକୁ ଟ୍ୱିଟ କରି କହିଥିଲେ । ଏହାର ଉତ୍ତରରେ ସେ ଦୁଇଟି ବଳଦ ତାଙ୍କୁ ଦେବାପାଇଁ କହିଥିଲେ । ଏହାପରେ ଆନ୍ଧ୍ରର ପୂର୍ବତନ ପ୍ରଧାନମନ୍ତୀ ଚନ୍ଦ୍ରବାବୁ ନାଇଡୁ ଙ୍କ ସହ କଥାବର୍ତ୍ତାକରି କୃଷକ ପରିବାର କୁ ବଳଦ ବଦଳରେ ଏକ ଟ୍ରାକ୍ଟର ଯୋଗାଇ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular