spot_img

ବିପଦ ଶଙ୍କୁଳ ଅବସ୍ଥାରେ ସୋର ରେଲୱେ ଷ୍ଟେସନର ଫୁଟ୍ ଓଭର ବ୍ରିଜ୍

ସୋର : ବାଲେଶ୍ଵର ଜିଲ୍ଲା ସୋର ରେଲୱେ ଷ୍ଟେସନରେ ଥିବା ଫୁଟ୍ ଓଭର ବ୍ରିଜ୍ଟି ବିପଦ ଶଙ୍କୁଳ ଅବସ୍ଥାରେ ଝୁଲି ରହିଛି  । ସୋର ଧାମରାରୁ ହଳଦିଆ ଯାଉଥିବା କୋଇଲା ବୋଝେଇ ଟ୍ରେନ ଏହି ବ୍ରିଜ୍ ରେ ଲାଗି ରହିଛି ।  ଟ୍ରେନଟି ବାଲେଶ୍ବର ମୂଳିସିଂ ଗେଟ ନିକଟରେ ଅଟକିଛି । ଫଳରେ ଖଡଗପୁର ଦିଗକୁ ସମସ୍ତ ଟ୍ରେନ ବାତିଲ ହୋଇଛି । ଧାମରାରୁ ଏନ୍.ଟି.ଏସ ଡାଉନ୍ ଟ୍ରେନ କୋଇଲା ଲୋଡ୍ କରି ପଶ୍ଚିମବଙ୍ଗ ହଳଦିଆ ଅଭିମୁଖେ ଯାଉଥିଲା । କେଉଁ  କରଣରୁ ଫୁଟ ଓଭର ବ୍ରିଜ ସହ ଟ୍ରେନ୍ ର ଧକ୍କା ହେଲା ସେନେଇ ତଦନ୍ତ ଚାଲିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular