ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗତ ୧୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ପାକିସ୍ତାନ ଗସ୍ତ କରିବ । ଏହି ଗସ୍ତରେ ଦୁଇଟି ଟେଷ୍ଟ ଏବଂ ତିନୋଟି ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳିବ ଦକ୍ଷିଣ ଆଫ୍ରିକା । ତେବେ ଟେଷ୍ଟ ମ୍ୟାଚ୍ କରାଚି ଏବଂ ରାୱଲପିଣ୍ଡିରେ ଖେଳାଯିବ ଏବଂ ତିନୋଟି ଟି -୨୦ ମ୍ୟାଚ୍ ଲାହୋରରେ ଖେଳାଯିବ।
CONFIRMED: SA tour to Pakistan 🏏@OfficialCSA is pleased to confirm that the #Proteas men’s team will travel to @TheRealPCB for their first tour since 2007. It will consist of a two-match Test and a three-match T20 series.
👉 https://t.co/a9UdLiSMcR#PAKvSA #SeeUsOnThePitch pic.twitter.com/IbYX3FHTf3— Cricket South Africa (@OfficialCSA) December 9, 2020



Visitors Today : 5
Total Visitors : 130174
Total Views : 9891621
Visitors Online Now : 0