ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପ୍ରାୟ ୨ମାସ ବିତିଗଲାଣି । କିନ୍ତୁ ଏବେ ଯାଏଁ କୌଣସି ଯାଂଚ ହୋଇନାହିଁ । ଲଗାତାର ସମସ୍ତେ ନ୍ୟାୟ ପାଇଁ ଦାବି କରିଆସୁଛନ୍ତି ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ସଫଳ ମିଳିପାରିନାହିଁ । ସୋଶିଆଲ ମିଡିଆରେ ସୁଶାନ୍ତ ମାମଲାକୁ ଯାଚଂ କରିବାର ଅଭିଯାନ ଚଲାଯାଉଛି । ଏବେ ଏହାକୁ ବଲିଉଡ ଷ୍ଟାର ମାନେ ମଧ୍ୟ ସର୍ମଥନ କରୁଛନ୍ତି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0