spot_img

୪୮ଘଣ୍ଟା ବେଗୁନିଆ ତହସିଲ ବନ୍ଦ..

ଖୋର୍ଦ୍ଧା- ବେଗୁନିଆ ତହସିଲ କାର୍ଯ୍ୟାଳୟରେ ଜଣେ କରୋନା କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ସ୍ଥାନୀୟ ପ୍ରଶାସନ ଚିନ୍ତାରେ । ତହସିଲ ଅଫିସ କର୍ମଚାରୀ ଓ ସାଘାରଣ ନାଗରିକଙ୍କୁ ସୁରକ୍ଷା ଓ ସଂକ୍ରମଣ ଏଡାଇବା ପାଇଁ ବେଗୁନିଆ ତହସିଲ କାର୍ଯ୍ୟାଳୟକୁ ୪୮ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ସଟଡାଉନ କରାଯାଇଥିବା ତହସିଲଦାର ସୁଚନା ଦେଇଛନ୍ତି । ଏହି ସମୟରେ ତହସିଲ କାର୍ଯ୍ୟାଳୟ ସମ୍ଫୁର୍ଣ୍ଣ ବନ୍ଦ ରହିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular