spot_img

କରୋନା ସମୟରେ ୭୨୧ ମିଲିୟନ ଡଲାର ଲାଭ କରିଛି ଟେସଲା

ନୂଆଦିଲ୍ଲୀ: ବିଶ୍ୱର ଅଗ୍ରଣୀ ଇଲେକ୍ଟ୍ରିକ ଉତ୍ପାଦନକାରୀ କମ୍ପାନୀ ଟେସଲା କରୋନା ସମୟରେ ୭୨୧ ମିଲିୟନ ଡଲାର ଲାଭ କରିଛି । ଟେସଲା ପାଇଁ ୨୦୨୦ ବର୍ଷ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ଥିଲା । ସୂଚନା ଅନୁସାରେ, ଟେସଲା ୨୦୧୯ରେ ୮୬୨ ନିୟୁତ ଡଲାରର କ୍ଷତି ହୋଇଥିବାର ରିପୋର୍ଟରୁ ଜଣାପଡିଥିଲା । ୨୦୨୦ରେ ଟେସଲାର ଆୟ ୨୮ ପ୍ରତିଶତ ବୃଦ୍ଧି ହୋଇ ୩୧.୫ ବିଲିୟନରେ ପହଁଞ୍ଚିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular