spot_img

ଆାସନ୍ତା ବର୍ଷ ଭାରତକୁ ଆସିବ ଟେସଲା କାର କମ୍ପାନୀ

ନୂଆଦିଲ୍ଲୀ: ଆମେରିକୀୟ ଜ୍ଞାନ କୈଶଳରେ ନିର୍ମିତ ଟେସଲା କାର କମ୍ପାନୀ ଆସନ୍ତା ବର୍ଷ ଭାରତକୁ ପ୍ରବେଶ କରିବା ପ୍ରସ୍ତୁତିରେ ଅଛି । ତେବେ କମ୍ପାନୀର ସିଇଓ ଏଲୋନ ମସ୍କ ଏହି ବିଷୟରେ ସ୍ଫଷ୍ଟ କରିଛନ୍ତି । ଟେସଲା କାର କମ୍ପାନୀର ଏଡ଼ଭାନ୍ସ ଟେକନୋଲଜି ଭାରତୀୟ ଲୋକଙ୍କୁ ବେଶ ପସନ୍ଦ ଆସିବ ବୋଲି କମ୍ପାନୀ କତୃପକ୍ଷ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, କିଛିଦିନ ପୂର୍ବରୁ ଟେସଲା କ୍ଲବ ଇଣ୍ଡିଆ ନାମକ ଏକ ଟ୍ୱିଟର ଆକାଉଣ୍ଟରୁ ‘ଇଣ୍ଡିଆ ୱାଣ୍ଟସ ଟେସଲା’ ଲେଖି ପୋଷ୍ଟ କରାଯାଇଥିଲା । ତେବେ ଏହି ଟ୍ୱିଟର ଉତ୍ତର ରଖି କମ୍ପାନୀର ସିଇଓ ଏଲୋନ ମସ୍କ ‘ଆସନ୍ତା ବର୍ଷ ନିଶ୍ଚିତ’ ବୋଲି ଲେଖିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular