ଗଞ୍ଜାମ: ଅନାଥ ଶିଶୁ ମାନଙ୍କ ପାଇଁ ହାତ ବଢାଇଲା ପ୍ରଶାସନ । କୁକଡାଖଣ୍ଡି ବ୍ଲକ ଅନ୍ତର୍ଗତ ନୂଆ ରାମଚନ୍ଦ୍ରପୂର ଗ୍ରାମରେ ପହଁଞ୍ଚିଥିଲା ବ୍ଲକ ପ୍ରଶାସନ । ଚାରି ଅନାଥ ପିଲାଙ୍କୁ ପ୍ରଶାସନ ଉଦ୍ଧାର କରିବା ସହ ସୋମନଙ୍କ ରକ୍ଷଣା ବେକ୍ଷଣା ପାଇଁ ବ୍ରହ୍ମପୁର ଚାଇଡଲାଇନକୁ ହସ୍ତାନ୍ତର କରିଛି । ଏହି ସମୟରେ ସଂରପଞ୍ଚ ଅଦଲ ଚେନେୟା , ଗୋଷ୍ଠି ଉନ୍ନୟନ ଅଧିକାରୀ ଗଦାଧର ପାତ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା ଅଧୀକାରୀ ପ୍ରମୁଖ ଉପସ୍ଥିତ ଥିଲେ ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0