ନୂଆଦିଲ୍ଲୀ୧୮/୦୬: ଚଳିତ ବର୍ଷ ପୁରୀ ରଥ ଯାତ୍ରାକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂଣ୍ଣ ରାୟ ଶୁଣାଇଛନ୍ତି । ଆସାନ୍ତା ୨୩ ତାରିଖରେ ରେ ହେବାକୁ ଥିବା ପୁରୀ ରଥ ଯାତ୍ରାକୁ ସ୍ଥଗିତ ରଖିବାକୁ ରାୟ ଶୁଣାଇଛନ୍ତି । ଭିଡ଼ିଓ କନଫରେସନ୍ସି ଜରିଆରେ ଏହି ରାୟ ଶୁଣାଇଛନ୍ତି ।
ଲେକାଙ୍କ ସୁରକ୍ଷା ଏବଂ କୋଭିଡ଼୍ ମହାମାରୀକୁ ଦୃଷ୍ଟିରେ ରଖି ପୁରୀ ରଥଯାତ୍ରା ନେଇ କୌଣସି ସିଷ୍ପତି ନିଆଯାଇନଥିଲା । ସୁପ୍ରିମକୋର୍ଟ ରାୟ ଭାଙ୍ଗି ଦେଲା କୋଟି କୋଟି ଭକ୍ତଙ୍କ ମନ ମହାପ୍ରଭୁଙ୍କୁ ଦେଖିବାକୁ ପୁରୀ ଯାଇପାରିବନି ଭକ୍ତ । ଶ୍ରଦ୍ଧାଳୁଙ୍କୁ ଭାବାବେଗକୁ ଗଭୀର ଆଘାତ ଦେଇଛି ସେପଟେ ରଥଯାତ୍ରା ବନ୍ଦ ନେଇ ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ରଥଯାତ୍ରା ବନ୍ଦ ହେବା ଯୋଗୁଁ ଗଭୀର ଆଘାତ ଲାଗିଛି । ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ହେବା କଳଙ୍କ ଲାଗିଲା । ଆଗାମୀ ଦିନରେ ଛତିଶା ନିଯୋଗ ବୈଠକ ବସିବ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0