ମୁମ୍ବାଇ: ଦିନକୁ ଦିନ ବଡ଼ିବାରେ ଲାଗିଛି କ୍ରିକେଟ ଦମ୍ପତିଙ୍କ ଫ୍ୟାନ ଫଲୋୟର୍ସ । କିଛି ଦିନ ତଳେ ବିରାଟ ଅନୁସ୍କା ଟ୍ୱିଟରରେ ନିଜର ମାତା ପିତା ହେବା କଥା ସେୟାର କରିଥିଲେ । ଯାହା ଟ୍ୱିଟରେ ଖୁବ ଭାଇରାଲ ହୋଇଥିଲା ।
The most Liked Tweet of 2020
2020 का सबसे ज्यादा लाइक किया गया ट्वीट
2020ம் ஆண்டின்அதிகம் லைக் செய்யப்பட்ட டுவீட் pic.twitter.com/lMN18Z5KEd— Twitter India (@TwitterIndia) December 8, 2020
ଯେଉଁଥିପାଇଁ ଟ୍ୱିଟର ଇଣ୍ଡିଆ ଘୋଷଣା କରିଛି ଯେ ବିରାଟଙ୍କ ଟ୍ୱିଟ ହେଉଛି ୨୦୨୦ର ସବୁଠାରୁ ଅଧିକ ପସନ୍ଦ କରାଯାଉଥିବା ଟ୍ୱିଟ । ଏହା ବିରାଟଙ୍କ ଫ୍ୟାନ୍ସଙ୍କ ପୁଣି ଏକ ଖୁସି ଖବର ।



Visitors Today : 3
Total Visitors : 130184
Total Views : 9891636
Visitors Online Now : 0