ଆଗକୁ ଆସୁଛି ଉତ୍ତରପ୍ରଦେଶରେ ନିର୍ବାଚନ | ଏହାରି ଭିତରେ ସବୁ ଦଳ ନିଜ ପାଇଁ ଅଂଟା ଭିଡ଼ିଲେଣି | କିନ୍ତୁ ନିର୍ବାଚନ ପୂର୍ବରୁ ସମାଜବାଦୀ ନେତା ଅଖିଲେଶ ଯାଦବଙ୍କ ମନ୍ତବ୍ୟକୁ ଚାରିଆଡେ ଚର୍ଚ୍ଚା ହେଊଛି | ସେ ମହମ୍ମଦ ଅଲି ଜିହ୍ୱାଙ୍କୁ ମହାତ୍ମା ଗାନ୍ଧୀ , ନେହୁରୁ ଓ ସର୍ଦାର ପଟେଲଙ୍କ ସହ ତୁଳନା କରିଛନ୍ତି | ଅଖିଳେଶ କହିଛନ୍ତି ଦେଶର ସ୍ୱାଧୀନତା ପାଇଁ ଜିହ୍ୱା ହେଉଛନ୍ତି ନାୟକ | ତାଙ୍କର ଏଭଳି ମନ୍ତବ୍ୟ ପାଇଁ ବର୍ତ୍ତମାନ ତାଙ୍କୁ ସମସ୍ତେ ଆକ୍ଷେପ କରିବା ଆରମ୍ଭ କରିଦେଇଛନ୍ତି |



Visitors Today : 1
Total Visitors : 129939
Total Views : 9891293
Visitors Online Now : 0