ତାଲିବାନ ଆଫଗାନିସ୍ତାନ ଦଖଲ ପରଠୁ ଦେଶବାସୀଙ୍କ ପାଇଁ ନୂଆ ନୂଆ ନିୟମ କାନୁନ ଲାଗୁ ହେଉଛି । ଖାସ୍ କରି ଆଫଗାନିସ୍ତାନର ତାଲିବାନ ପ୍ରଶାସନ ‘ଗାଇଡଲାଇନ’ ବି ଜାରି କରୁଛନ୍ତି । ଯାହା ଅନୁଯାୟୀ ଦେଶର ଟେଲିଭିଜନ ଚ୍ୟାନେଲଗୁଡିକରେ ମହିଳା ଅଭିନେତ୍ରୀଙ୍କୁ ସିରିଏଲ କିମ୍ବା ଧାରାବାହିକରେ ଦେଖିବାକୁ ମିଳିବନି । ଅର୍ଥାତ୍ କୌଣସି ମହିଳା ଅଭିନେତ୍ରୀ ଟେଲି ଧାରାବାହିକରେ ଅଭିନୟ କରିପାରିବେ ନାହିଁ । ମହିଳା ଟିଭି ସାମ୍ବାଦିକମାନେ ସେମାନଙ୍କ ରିପୋର୍ଟ ଉପସ୍ଥାପନ କରିବା ସମୟରେ ହିଜାବ ପିନ୍ଧିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଯେ ଏହା ନିୟମ ନୁହେଁ ବରଂ ଧାର୍ମିକ ନିର୍ଦ୍ଦେଶାବଳୀ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0