ଚଳିତ ବର୍ଷ ଶୀତକାଳୀନ ଅଧିବେଶନ ଡେସେମ୍ୱର ମାସ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ନଭେମ୍ୱର ୨୯ ତାରଖ ଦିନ ୧୧ଟା ସମୟରେ ସର୍ବଦଳୀୟ ବୈଠକ ବସିବା ନେଇ ଜଣାପଡ଼ିଛି । ଏହି ସର୍ବଦଳୀୟ ବୈଠକ ଡ଼କାଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର | ତେବେ ଉକ୍ତ ବୈଠକକୁ ବିଚାର ବିମର୍ଷ ଜୋର ଧରିଛି |

Visitors Today : 2
Total Visitors : 130168
Total Views : 9891613
Visitors Online Now : 0