ମାଲକାନଗିରି : ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଇଡନାର ଗାଁ ନିକଟରେ ମାଓବାଦୀଙ୍କ ପ୍ରଜାକୋର୍ଟରେ ଏହି ୩ ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ।ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଦୁଇ ଜଣ ପୁରୁଷ ଅଛନ୍ତି । ମୃତ ମହିଳାଙ୍କ ନାଁ ମାଙ୍ଗୀ ଏବଂ ଦୁଇ ପୁରୁଷ ହେଲେ କାମୁଲୁ ଓ ପୁନେମ। ଏହି ଘଟଣା ପରେ ପୁଲିସ ପକ୍ଷରୁ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ବିଜାପୁର ଆରକ୍ଷୀ ଅଧୀକ୍ଷକ କମଲଲୋଚନ କାଶ୍ୟପ।ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ। ପୁଲିସ ଇନଫର୍ମର ସନ୍ଦେହରେ ଜଣେ ମହିଳାଙ୍କ ସମେତ ୩ ଜଣ ଜଣଙ୍କୁ ମାଓବାଦୀମାନେ ପ୍ରଜାକୋର୍ଟରେ ହତ୍ୟା କରିଛନ୍ତି ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0