spot_img

ଆମେରିକାରେ ନିଷେଧ ହେଲା ଟିକ୍‌ଟକ୍ ଓ ୱିଚାଟ୍ ଆପ୍‌

ସାଂଘାଇ: ଆମେରିକା ଚୀନକୁ ହଇରାଣ କରୁଥିବା କଥା ଚୀନ ଆରୋପ ଲଗାଇଛି । ଭାରତରେ କେତେକ ଚୀନ ଆପ୍ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଆମେରିକା ଶୁକ୍ରବାର ଦିନ ରାଷ୍ଟ୍ରୀୟ ସୁରକ୍ଷାକୁ ଧ୍ୟାନ ରଖି ଲୋକପ୍ରିୟ ଚୀନ ସୋସିଆଲ ମିଡ଼ିଆ ଆପ୍ ଟିକ୍‌ଟକ ଓ ୱିଚାଟକୁ ରବିବାରରୁ ପ୍ରତିବନ୍ଧକ ଲଗାଇବ । ଚୀନ ଏହା ବଦଳରେ ଅପ୍ରତ୍ୟାଶିତ ନିଷ୍ପତ୍ତି ନେଇପାରିବ ବୋଲି କହିଛି । ଚୀନର ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ଏକ ବୟାନରେ କୁହାଯାଇଛି କି ଆମେରିକା ଡରେଇବା, ଧମକେଇବା ଛାଡ଼ି, ଭୁଲ କାମକୁ ରୋକିବା ଓ ନିଷ୍ପକ୍ଷ ଓ ପାରଦର୍ଶୀ ଅନ୍ତର।ଷ୍ଟ୍ରୀୟ ନିୟମ ଓ ଅବସ୍ଥାକୁ କାୟମ ରଖିବାକୁ ଅନୁରୋଧ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular