spot_img

ଭାରତକୁ ପୁଣିଥରେ ଆସିପାରେ ଟିକଟକ

ନୂଆଦିଲ୍ଲୀ: ଭାରତ ବିରୋଧୀ କାର୍ଯ୍ୟକଳାପ ଯୋଗୁଁ ଭାରତରୁ ସମସ୍ତ ଚିନର ଜିନିଷକୁ ବହିଷ୍କାର କରାଯାଇଥିଲା । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଲୋକପ୍ରିୟ ଚାଇନା ଆପ୍ ଭାରତକୁ କମବ୍ୟାକ୍ କରିପାରେ । ଟିକଟକ୍ ଇଣ୍ଡିଆର ମୁଖ୍ୟ ନିଖିଲ ଗାନ୍ଧି ଭାରତରେ ଟିକଟକ୍ କର୍ମଚାରୀମାନଙ୍କୁ ଏକ ଇମେଲ୍ କରିଛନ୍ତି । ଆଉ ଏହି ଇମେଲରେ ଆଶ୍ୱାସନା ଦିଆଯାଇଛି ଯେ, କମ୍ପାନୀ ଟିକଟକକୁ କମବ୍ୟାକ କରାଇବା ପାଇଁ ଚେଷ୍ଟା ଚଳାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular