ମୁମ୍ବାଇ: ୪୭ ବର୍ଷରେ ପାଦଦେଲେ ବଲିଉଡ଼ ସୁନ୍ଦରୀ ଐଶ୍ୱରିଆ । ସେ ୧୯୭୩ ଆଜିର ଦିନରେ ମାଙ୍ଗାଲୁରରେ ଜନ୍ମ ଗ୍ରହଣ କରିଥିଲେ । ଫିଲ୍କ ‘ଅର ଫ୍ୟାର ହୋଗୟା’ ଥିଲା ତାଙ୍କର ପ୍ରଥମ ହିନ୍ଦୀ ପିଲ୍ମ । ୧୯୯୪ରେ ସେ ମିସ ୱାଲଡ଼ର ବିଜେତା ହୋଇଥିଲେ।

ଫିଲ୍କ ‘ହମ ଦିଲ ଦେ ଚୁକେ ସନମ’ଓ ଦେବଦାସ ପାଇଁ ସେ ବେଷ୍ଟ ଆକ୍ଟ୍ରେସର ଆୱାଡ଼ ପାଇଥିଲେ । ୨୦୦୭ରେ ଅଭିନେତା ଅଭିଷେକ ବଚ୍ଚନଙ୍କୁ ସେ ବିବାହ କରିଥିଲେ ।
୨୦୦୯ରେ ତାଙ୍କୁ ଭାରତରେ ଶ୍ରେଷ୍ଠ ପୁରସ୍କାର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ନିଜର ଚତ୍ମକାର ଅଭିନୟ ପାଇଁ ଆଜିବି ସେ ଦର୍ଶକଙ୍କ ମନରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0