ଭୁବନେଶ୍ୱର: ଆଜି ପବିତ୍ର ଦଶହରା । ଅଧର୍ମ ଉପରେ ଧର୍ମ ଓ ପାପ ଉପରେ ପୁଣ୍ୟ ଅର୍ଜନ ଦିବସ ବିଜୟାଦଶମୀ । ଘଣ୍ଟଘଣ୍ଟା, ଶଙ୍ଖ ଓ ମନ୍ତ୍ରପାଠ ଧ୍ୱନୀରେ ପ୍ରକମ୍ପିତ ହେଉଛି ପୂଜାମଣ୍ଡପ । କରୋନା କଟକଣାରେ ଭିତରେ ଚାଲିଛି ଜଗତଜନନୀ ମାଆ ଦୁର୍ଗାଙ୍କ ଆରାଧନା । କୁହାଯାଏ ବିଜୟା ଦଶମୀରେ ଅପରାଜିତା ବେଶରେ ମାଙ୍କୁ ଦର୍ଶନକଲେ ପୂଣ୍ଣ୍ୟ ପ୍ରାପ୍ତି ହୋଇଥା । ଆବଦ୍ଧ ମଣ୍ଡପରେ ଦଶଭୂଜାଙ୍କ ପୂଜା ଅର୍ଚ୍ଚନା ହେଉଥିବାରୁ ମାଙ୍କ ଦର୍ଶନ ପାଇଁ ଭକ୍ତ ମନ ବ୍ୟାକୁଳ ହେଉଛି । ଦଶହରାରେ ପ୍ରଭୁ ରାମଚନ୍ଦ୍ରଙ୍କ ହାତରେ ରାବଣଙ୍କ ନିଧନ ହୋଇଥିବାରୁ ଏହି ଦିନ ମଧ୍ୟ ରାବଣ ପୋଡ଼ି ଉସôବ ପାଳିନ ହୋଇଥାଏ ।
ସେହିପରି ଆଜି ଶ୍ରୀମନ୍ଦିରରେ ମଧ୍ୟ ବିଜୟାଦଶମୀ ପାଳିତ ହୋଇଯାଇଛି । ବିଜୟା ଦଶମି ଉପଲକ୍ଷେ ମହା ପ୍ରଭୁ ରାଜ ରାଜେଶ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0