(୧) ୬ରୁ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ କରୋନା ଟିକା…ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସବୁ ଜିଲ୍ଲାକୁ ନିଦେ୍ର୍ଦଶ..ପୁଲିସ,ଟ୍ରାଫିକ କର୍ମଚାରୀଙ୍କୁ ଦିଆଯିବ ଟିକା…ଜାନୁଆରୀ ୧୬ରୁ ରାଜ୍ୟରେ ଚାଲିଛି ଟିକାକରଣ…
(୨)ମର୍ମନ୍ତୁଦ ସଡ଼କ ଦୁର୍ଘଟଣା… ପାରାଦୀପରେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରେଲରକୁ ଧକ୍କା ଦେଲା ବୋଲେରୋ…ଫଳରେ ଗୋଟିଏ ପରିବାରର ଜଣେ ମୃତୁ୍ୟ,୪ ଗୁରୁତର..ସେପଟେ ଓଡ଼ଗାଁରେ କାରକୁ ଧକ୍କା ଦେଇ ଓଲଟିଲା ମାଛ ବୋଝୋଇ ଗାଡ଼ି…
(୩) ମଦ ପିଇ ଗାଡ଼ି ଚଳାଉଥିଲେ ସାବଧାନ…ଏଣିକି ଜାତୀୟ ଓ ରାଜ୍ୟ ରାଜପଥରେ ବୁଲିବ ହାଇୱେ ପାଟ୍ରେଲିଂ ଗାଡ଼ି…ଭିଡ଼ିଓ କନଫରେନ୍ସି ଜରିଆରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…୧୮ଟି ଜିଲ୍ଲା ଉପରେ ନଜର ରଖିବ ୩୬ଟି ପାଟ୍ରୋଲିଂ ଟିମ…
(୪) ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି…ଦ୍ୱିତୀୟ ଭୋଗ ମଣ୍ଡପ ପରେ ଦତ୍ତମହାପାତ୍ର ମାନେ ଆରମ୍ଭ କରିବେ ସେବା… ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟଚୂଡ଼ାନ୍ତ…ସେପଟେ ଗୁପ୍ତ ସେବା ନେଇ ୪ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ…
(୫) ଶିତରେ ଥରୁଛି ସାରା ରାଜ୍ୟ..ଗତ କାଲି ୧୦ ଡ଼ିଗ୍ରୀ ତଳେ ଥିଲା ୧୦ଟି ସହରର ପାରଦ..୨୪ ଘଣ୍ଟା ପର୍ଯ୍ୟନ୍ତ ଦକ୍ଷିଣ ଆଭ୍ୟନ୍ତର ଓ ଉତ୍ତର ଉପକୂଳ ଜିଲ୍ଲାରେ ଥଣ୍ଡା ବଢ଼ିବା ନେଇ ପୂର୍ବାନୁମାନ…



Visitors Today : 1
Total Visitors : 130301
Total Views : 9891804
Visitors Online Now : 0