spot_img

ଭାରତୀୟ ବାୟୁସେନା ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭାରତୀୟ ବାୟୁସେନାର ପ୍ରତିଷ୍ଠା ଦିବସ ଅବସରରେ ଟ୍ୱିଟ କରି ଶୁଭେଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦି ନିଜ ଟୁଇଟରେ ଲେଖିଛନ୍ତି ଯେ, ବାୟୁସେନା ଦିବସ ଅବସରରେ ସମସ୍ତ ବୀର ଯୋଦ୍ଧାଙ୍କୁ ବହୁତ ବହୁତ ଶୁଭେଛା । ଆପଣମାନେ କେବଳ ଦେଶର ଆକାଶକୁ ସୁରକ୍ଷିତ ରଖୁନାହାନ୍ତି, ବିପଦ ସମୟରେ ମାନବ ସେବାରେ ଅଗ୍ରଣୀ ଭୂମିକା ନିଭାଉଛନ୍ତି । ଭାରତ ମାତାର ସୁରକ୍ଷା ପାଇଁ ଆପଣଙ୍କ ସାହସ, ଶୌର୍ୟ୍ୟ ଏବଂ ସମର୍ପଣ ପ୍ରତ୍ୟେକଙ୍କ ପାଇଁ ପ୍ରେରଣା ଦାୟୀ ରହିବ । ବାୟୁସେନା ପ୍ରତିଷ୍ଠା ଦିବସ ଅବସରରେ ଏକ ଭିଡିଓ ଟ୍ୱିଟ କରିଛନ୍ତି ପ୍ରଧାନମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular