କଟକ: ଆଜିଠୁ ଆରମ୍ଭ ହେଉଛି ନବରାତ୍ର ପୁଜା । ଦେଶାର ବିଭିନ୍ନ ଶକ୍ତି ପୀଠରେ ଆରମ୍ଭ ହେଇଛି ମା ଜଗତ ଜନନୀଙ୍କ ପୂଜା । ସେପଟେ ନବରାତ୍ର ପୂଜାର ପ୍ରଥମ ଦିନରେ କଟକରେ ଉଗ୍ରତାରା ବେଶରେ ଦର୍ଶନ ଦେଇଛନ୍ତି ମା ଚଣ୍ଡି । ଚଳିତ ବର୍ଷ କରୋନା କଟକଣାରେ ବିନା ଆଡମ୍ବରରେ ମାଆଙ୍କ ପୂଜା କରିବାକୁ ଅନୁମତି ଦିଆଯାଇଥିଲା । ନିର୍ଦ୍ଧାରିତ ମୂର୍ତ୍ତି ଉଚ୍ଚତା ସହିତ ଅଳ୍ପ ସଂଖ୍ୟକ ଲୋକରେ କେବଳ ବିଧି ରକ୍ଷାକରିବାକୁ ଅନୁଷ୍ଠିତ ହେଉଛି ପୂଜା । ମାଆଙ୍କ ପୂଜା ଆରମ୍ଭ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି ।



Visitors Today : 0
Total Visitors : 130181
Total Views : 9891632
Visitors Online Now : 0