() ଆଜିଠୁ ଆରମ୍ଭ ହେଲା ଯୁକ୍ତ ୩ ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବଷର୍ର ପାଠପଢ଼ା…ଏନେଇ କଲେଜ ଓ ବିଶ୍ୱବଦ୍ୟାଳୟରେ ହୋଇଛି ବ୍ୟାପକ ପ୍ରସ୍ତୁତି…ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜେସନ ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ ନେଇ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷଙ୍କୁ ନିଦେ୍ର୍ଦଶ…
() ଭଦ୍ରକ ଜିଲ୍ଲାରେ ଭୟାବହ ଅଗ୍ନିକାଣ୍ଡ…ଗ୍ୟାରେଜରେ ନିଆଁ ଲାଗି ଜଳିଗଲା ୪ବସ…ଅଳ୍ପକେ ବର୍ତ୍ତିଲେ କଣ୍ଡକ୍ଟର…ଘଟଣା ସ୍ଥଳରେ ୩ ଅଶ୍ନିଶମ ବିଭାଗ ପହଞ୍ଚି ନିଆଁକୁ କଲା ଆୟ ତ୍ତ… ଗୋଟିଏ ସ୍କୋର୍ପିଓ ଏବଂ କ୍ୟାବିନ ପୋଡ଼ି ପାଉଁଶ…
() ଉତ୍ତରା ଖଣ୍ଡ ଚମୋଲି ହିମସ୍କଳନ…ଏଯାଏଁ ମିଳିଲାଣି ୩୨ ଜଣଙ୍କ ମୃତ ଦେହ..ଏବେବି ୧୫୦ରୁ ଉର୍ଦ୍ଧ ଲୋକ ନିଖୋଜ…ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ୬୦୦ ରୁ ଉର୍ଦ୍ଧ ଯବାନ…ସୁଡ଼ଙ୍ଗରେ ଫସି ଥିବା ଲୋକଙ୍କୁ ଖୋଜିବାକୁ ବ୍ୟବହାର କରାଯାଉଛି ଡ୍ରୋନ…
() ଆସନ୍ତା ୧୪ରେ ମହାପ୍ରଭୁଙ୍କ ପଦ୍ମମୁଖ ବେଶ…ରବିବାର ପଡ଼ୁଥିବାରୁ ପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇପାରନ୍ତି ଭକ୍ତ … ଆଗାମୀ ପରିଚାଳନା ବୈଠକରେ ନିଆଯିବ ନିଷ୍ପତ୍ତି… ସେପଟେ ଭକ୍ତଙ୍କ ଲାଗି ମନ୍ଦିର ଖୋଲିବା ନେଇ ସେବାୟତଙ୍କ ଦାବି…
() କୋଟିଆ ଗସ୍ତରେ ରାଜ୍ୟ ବିଜେପି ଟିମ..ସ୍ଥାନୀୟ ବାସିନ୍ଦାଙ୍କ ସହ କରିବେ ଆଲୋଚନା …ରାଜ୍ୟ ସଭାପତିଙ୍କ ସହ ବିରୋଧୀ ନେତା ସାମିଲ..ସେପଟେ ସୁରଖୁରରେ ନିର୍ବାଚନ ନେଇ ପୂର୍ବରୁ ପହଞ୍ଚିଲା ଆନ୍ଧ୍ର ପ୍ରଶାସନ…



Visitors Today : 1
Total Visitors : 130303
Total Views : 9891806
Visitors Online Now : 0