( )ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୩ ତମ ତିରୋଧାନ ଦିବସ….ବିଭିନ୍ନ ସ୍ଥାନରେ ବାପୁଙ୍କୁ ଦିଆଯାଉଛି ଶ୍ରଦ୍ଧାଞ୍ଜଳୀ….ଆଜିର ଦିନରେ ସ୍ୱାଧୀନତା ସଂଗ୍ରାମୀ ମହାତ୍ମାଗାନ୍ଧୀଙ୍କ ହୋଇଥିଲା ପରଲୋକ….
( )ଫେବ୍ରୁଆରୀ ୧୫ରୁ ସ୍ୱାଭାବିକ ହେବ ରାଜ୍ୟର ହାଇକୋର୍ଟ…..ଏସଓପି ସହିତ ଫିଜିକାଲ ମୋଡରେ ଆରମ୍ଭ ହେବ ମାମାଲାର ଶୁଣାଣି….ଶୁଣାଣି ବେଳେ ଅଦାଲତରେ ଉପସ୍ଥିତି ରହିବେ ଆଇନଜୀବୀ….ହାଇକୋର୍ଟ ରେଜିଷ୍ଟ୍ର ପକ୍ଷରୁ ବିଜ୍ଞପ୍ତି ପ୍ରକାଶ…..
( ) ଫେବୃୟାରୀ ପହିଲାରୁ ଶତ ପ୍ରତିଶତ କର୍ମଚାରୀରେ ଚାଲିବ ସବୁ ସରକାରୀ ଅଫିସ…..ଅଫିସ ଭିତରେ କୋଭିଡ କଟକଣା ମାନିବାକୁ କଡା ନିଦେ୍ର୍ଦଶ….ପୂର୍ବଭଳି ଶନିବାର ରହିବ ବନ୍ଦ…. ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିଦେ୍ର୍ଦଶନାମା ଜାରି….ପୂର୍ବରୁ କରୋନା କଟକଣାକୁ ପାଇଁ ଅଳ୍ପ କର୍ମଚାରୀଙ୍କୁ ନେଇ ଚାଲିଥିଲା ସମସ୍ତ କାର୍ଯ୍ୟାଳୟ…
( )ଦୁର୍ଗମ ଅଞ୍ଚଳରେ ନକ୍ସଲଙ୍କ ପୁଣି ବର୍ବର କାଣ୍ଡ… ଘରୁ ଡାକିନେଇ ୨ଜଣଙ୍କୁ ହାଣି ଫିଙ୍ଗିଲେ ଦୁର୍ବୃତ୍ତ…. କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରେ ଘଟିଛି ଘଟଣା… ଆଜି ସକାଳୁ ଜଣଙ୍କ ମୃତ ଦେହ ଭଣ୍ଡରଙ୍ଗି ପଞ୍ଚାୟତ ଅଫିସ ନିକଟରେ ପଡିଥିବା ବେଳେ ଅନ୍ୟଟି ଗୁଛାଗୁଡା ଗାଁ ନିକଟରେ ପଡିଥିବା ସୂଚନା….
( ) ଲୋକଙ୍କ ବିଶ୍ୱାସରେ ବିଷ ଦେଉଛି ସୁବାସ ଘିଅ…. ନକଲି ଘିଅ କାରବାର ଅଭିଯୋଗରେ ସୁବାସ ଘିଅ ମାଲିକ ସୁବାସ ମଲ୍ଲିକ ଗିରଫ…. ଜଗତପୁର ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ…..ସେପଟେ ମର୍କତନଗର ଅଞ୍ଚଳରେ ନକଲି ଘିଅ କାରଖାନା ଉପରେ ଚଢଉ….
( )ଦିଲ୍ଲୀରେ ଇସ୍ରାଏଲ ଦୂତାବାସରେ ବିସ୍ଫୋରଣ ଘଟଣା …… ଦେଶର ବିଭିନ୍ନ ସ୍ଥାନରେ ଆର୍ଲଟ ଜାରି…..ବିସ୍ଫୋରଣ ସ୍ଥଳ ନିକଟରୁ ଇସ୍ରାଲଏଲ ଦୂତାବାସ ନାଁରେ ଲଫାପା ଠାବ…..ଘଟଣାର ତଦନ୍ତ କରୁଛି ଦିଲ୍ଲୀ ପୋଲିସ……ସେପଟେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ ବାତିଲ…..



Visitors Today : 2
Total Visitors : 130168
Total Views : 9891613
Visitors Online Now : 0