spot_img

ଆଜିର ମୁଖ୍ୟ ଖବର….

( )ଧର୍ମପତ୍ନୀଙ୍କ ସହ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ…. ସିଂହଦ୍ୱାରରେ ସ୍ୱାଗତ କଲେ ଗଜପତି ମହାରାଜ…..ଜଗା ଦର୍ଶନ ପରେ କୋଣାର୍କ ଯାଇ ସୂର୍ଯ୍ୟମନ୍ଦିର କଲେ ଦର୍ଶନ….. ଗସ୍ତକୁ ନେଇ ପୁରୀ ଓ କୋଣାର୍କରେ କଡା ସୁରକ୍ଷା ବନେ୍ଦାବସ୍ତ…..
( )କାୟା ମେଲାଉଛି କରୋନା….. ସଂକ୍ରମଣକୁ ଦୃଷ୍ଟିରେ ରଖି ଛତିଶଗଡରେ ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ର ବନ୍ଦ…..ମଧ୍ୟପ୍ରଦେଶର ୩ ସହରରେ ପ୍ରତି ରବିବାର ଲକଡାଉନ୍…. କର୍ଣ୍ଣାଟକରେ ଦ୍ୱିତୀୟ ଲହର ଆରମ୍ଭ ହୋଇଥିବା ସୂଚନା….
( )ଆଜି ବିଶ୍ୱ ଜଳ ଦିବସ…. ବର୍ଷା ଜଳ ସଂରକ୍ଷଣ ଉପରେ ମୋଦି ସରକାରଙ୍କ ଗୁରୁତ୍ୱ…..ଅନ୍ତର୍ଜାତୀୟ ଜଳ ଦିବସରେ ଶୁଭାରମ୍ଭ ହେବ କ୍ୟାଚ ଦ ରେନ ଅଭିଯାନ….. ବର୍ଷା ଜଳ ସଂରକ୍ଷଣ ପାଇଁ ସାରା ଦେଶରେ ଚାଲିବ ଅଭିଯାନ…..
( )ଜାମ୍ମୁ-କାଶ୍ମୀରର ଶୋପିଆନରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ…. ଗୁଳିବିନିମୟ ବେଳେ ୩ ଆତଙ୍କବାଦୀ ନିହତ, ଜଣେ ଯବାନ ଆହତ…..ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି…..ସୂଚନା ଦେଲେ ଆଇଜିପି ବିଜୟ କୁମାର…..
( )ରାଜ୍ୟରେ ପୁଣି ବଢିଲା ତାତି…. ଅନେକ ସ୍ଥାନରେ ୪୦ ଡିଗ୍ରୀ ଆକଳନ….ଆସନ୍ତା ୪ରୁ ୫ ଦିନରେ ରାଜ୍ୟରେ ତାପମାତ୍ରା ୨ ଡିଗ୍ରୀ ବଢିବା ନେଇ ଆଶଙ୍କା….ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା…..

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular