( )ସଂସଦରେ ସାଧାରଣ ବଜେଟ୍ ଆଗତ….. କେନ୍ଦ୍ର କ୍ୟାବିନେଟରେ ବଜେଟକୁ ମଞ୍ଜୁରୀ ମିଳିବା ପରେ ସଂସଦରେ ଆଗତ ହୋଇଛି ବଜେଟ…. ତୃତୀୟ ଥର ପାଇଁ ୨୦୨୧-୨୨ ଆର୍ଥିକ ବର୍ଷ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ….. ଏଥର ପ୍ରଥମ ଥର ପାଇଁ ପେପରଲେସ ବଜେଟ ଉପସ୍ଥାପିତ ହେବାକୁ ନିଷ୍ପତ୍ତି…..
( )ରମାଦେବୀ ଛାତ୍ରୀ ଝରାଫୁଲ ମତୁ୍ୟ ଘଟଣା….ଅଭିଯୁକ୍ତ ରାକେଶକୁ ରିମାଣ୍ଡରେ ନେବାପାଇଁ ପୋଲିସ କରିଥିବା ଆବେଦନ ଉପରେ ଆଜି ଶୁଣାଣି……ମୁତୁ୍ୟ ରହସ୍ୟ ସହିତ ଖୋଲିପାରେ ଆହୁରି କିଛି ଗୁମର…..ଆବଶ୍ୟକ ପଡିଲେ ଭୁବନେଶ୍ୱର ଆଣି ସିନ୍ ରି – କି୍ରଏସନ କରିପାରେ ପୋଲିସ…..
( )ମର୍ମନ୍ତୁଦ ସଡକ ଦୁର୍ଘଟଣା……କୋରାପୁଟ ଜିଲ୍ଲା କୋଟପାଡ ମୁର୍ତାହାଣ୍ଡିରେ ଓଲଟିଲା ପିକଅପ ଭ୍ୟାନ…..୯ ମୃତ, ୧୩ ଆହତ…..ଆହତଙ୍କୁ ଜଗଦଲପୁର ମେଡିକାଲ କଲେଜକୁ ସ୍ଥାନାନ୍ତର….. ଦଶାହ କାର୍ଯ୍ୟ ସାରି ସିନ୍ଧିଗୁଡାରୁ ଛତିଶଗଡ ଫେରୁଥିବା ବେଳେ ଘଟିଛି ଅଘଟଣ…..
( )ଆଜିଠୁ ଖୋଲିଲା ଅଙ୍ଗନୱାଡି କେନ୍ଦ୍ର….. ଦୀର୍ଘ ୧୦ ମାସ ପରେ ଅଙ୍ଗନୱାଡି କେନ୍ଦ୍ର ଖୋଲିଥିବାରୁ କୁନି ପିଲାଙ୍କ ମଧ୍ୟରେ ରହିଛି ଉକôଣ୍ଠା…..ସେପଟେ ପ୍ରାଥମିକ ସ୍କୁଲ ଖୋଲିବା ନେଇ ଏସଓପି ପ୍ରସ୍ତୁ୍ତ କରିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ପରାମର୍ଶ…..
( )ପୁଣି ବଢିବ ଶୀତ…. ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବଢିବ ଥଣ୍ଡାର ପ୍ରକୋପ….. ୧୧ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି…. ସର୍ତକ ରହିବାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପରାମର୍ଶ….



Visitors Today : 0
Total Visitors : 130169
Total Views : 9891615
Visitors Online Now : 0