( )ଏଥର ନିଜ ସ୍କୁଲରେ ହେବ ମାଟ୍ରିକ ପରୀକ୍ଷା…..କରୋନା ପାଇଁ ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ନିଅଯାଇଛି ଏଭଳି ନିଷ୍ପତ୍ତି…..ଅନ୍ୟ ସ୍କୁଲର ଶିକ୍ଷକ ସାଜିବେ ପରୀକ୍ଷା ନିରିକ୍ଷକ….ସେପଟେ ପରୀକ୍ଷାର ସମୟ ସୀମା ହ୍ରାସ କରାଯାଇ ଅଢେଇ ଘଣ୍ଟା ବଦଳରେ ଦିଆଯିବ ଦୁଇ ଘଣ୍ଟା….ମାଧ୍ୟମିକ ଶିକ୍ଷା ପରିଷଦର ସୂଚନା….
( )କିଡନୀ ରାକେଟ ଠକେଇ ହିମାଂଶୁକୁ ପୁଣି ତିନି ଦିନିଆ ରିମାଣ୍ଡ….ଆଜି ଝାରପଡା ଜେଲରୁ ହିମାଂଶୁକୁ ଆଣିବ ଲକ୍ଷ୍ମୀସାଗର ଥାନା ପୋଲିସ….ପୂର୍ବରୁ କରାଯାଇଥିବା ରିମାଣ୍ଡ ଆବେଦନକୁ ଭୁବନେଶ୍ୱର ଏସଡିଜେଏମର ମିଳିଲା ମଞ୍ଜୁରୀ….ଆଉ କାହାକୁ ଠକିଛି କିଡନୀ ରାକେଟର କିଙ୍ଗପିନ୍ ଜାଣିବାକୁ ହେବ ଖୋଳତାଡ….
( )ବିନା ବାଧାରେ ଦ୍ୱତୀୟ ଦିନରେ ଚାଲିଛି ଶ୍ରୀଜୀଉଙ୍କ ଦର୍ଶନ….. କୋଭିଡ ନେଗେଟିଭ ରିର୍ପୋଟ ବିନା ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ…..ଶ୍ରୀମନ୍ଦିର ସମ୍ମୁଖରେ ସ୍ୱତନ୍ତ୍ର ବ୍ୟାରିକେଡର ବ୍ୟବସ୍ଥା…..ସାନିଟାଇଜେସନ ପାଇଁ ରିବିବାର ବନ୍ଦ ରହିବ ଦର୍ଶନ…..
( )ଆଜିଠାରୁ ସାଧାରଣତନ୍ତ୍ର ଦିବସ ପାଇଁ ରାଜଧାନୀରେ ହେବ ପରେଡ ଅଭ୍ୟାସ….ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସମାରୋହ ପାଇଁ କମିସନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା…..ପରେଡ ସ୍ଥଳରେ ମୁତୟନ ହେବ ୩୦ ପ୍ଲାଟୁନ ଫୋର୍ସ…..ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିବେ କମିଶନରେଟ ପୋଲିସର ବରିଷ୍ଠ ଅଧିକାରୀ…..
( ) ଆରମ୍ଭ ହେଲା ଚଳିତ ବର୍ଷର ଜାତୀୟ ତୋଷାଳି ମେଳା… ଭୁବନେଶ୍ୱର ଜନତା ମଇଦାନରେ ଲାଗିଛି ରାଜ୍ୟ ଓ ରାଜ୍ୟ ବାହାରର ୨୫୦ଟି ଷ୍ଟଲ…ଏବର୍ଷ ହେବନି କୌଣସି ପ୍ରକାରର ସଂସ୍କୃତିକ କାର୍ଯ୍ୟକ୍ରମ…
( )କର୍ଣ୍ଣାଟକ ଶିବମୋଗାରେ ଶକ୍ତିଶାଳୀ ବିସ୍ଫୋରଣ…..୮ଜଣଙ୍କ ମୃତୁ୍ୟ କାରଣ ଅସ୍ପଷ୍ଟ…. ଟ୍ରକରୁ ଡିନାମାଇଟ ବାହାର କରାଯାଉଥିବା ସମୟରେ ବିସ୍ଫୋରଣ ହୋଇଥିବା ସନେ୍ଦହ…ଗତ କାଲି ରାତି ପ୍ରାୟ ସାଢେ ୧୦ଟା ସମୟରେ ଘଟିଛି ଘଟଣା….ତଦନ୍ତ ପାଇଁ ନିଦେ୍ର୍ଦଶ ଦେଲେ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରୁପ୍ପା….
( ) ଜନ୍ମମାଟିରେ କ୍ରିକେଟର ଟି ନଟରାଜନକୁ ଭବ୍ୟ ସ୍ୱାଗତ… ଅଷ୍ଟ୍ରେଲିଆ ଫେରିବା ପରେ ରଥରେ ବୁଲାଇ ସମ୍ବର୍ଦ୍ଧନା ଜଣାଇଲେ ହଜାର ହଜାର ପ୍ରଶଂସକ… ସୋସିଆଲ ମିଡ଼ିଆରେ ଭାଇରାଲ ସମ୍ବର୍ଦ୍ଧନାର ଭିଡ଼ିଓ



Visitors Today : 3
Total Visitors : 130169
Total Views : 9891615
Visitors Online Now : 0