ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି ମୃତ୍ୟୁ ସଂଖ୍ୟା । ଦିନକରେ ପୁଣି ୮ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁକୁ ନେଇ ମୃତ୍ୟୁ ସଂଖ୍ୟା ୫୪୬ ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଜାଣନ୍ତୁ ବର୍ତ୍ତମାନ ପର୍ୟ୍ୟନ୍ତ କେଉଁ ଜିଲ୍ଲାରୁ କେତେ ମୃତ ।
ଅନୁଗୁଳ ଜିଲ୍ଲାରୁ ୪ ଜଣ, ବାଲେଶ୍ୱର ୧୩ ଜଣ, ବରଗଡ ୯ଜଣ, ଭଦ୍ରକ ୯ ଜଣ, ବଲାଙ୍ଗୀର ୮ ଜଣ, କଟକ ୩୭ ଜଣ, ଢେଙ୍କାନାଳ ୨ ଜଣ, ଗଜପତି ୧୮ ଜଣ, ଗଞ୍ଜାମ ୨୦୪ ଜଣ, ଜଗତସିଂହପୁର୬ ଜଣ, ଯାଜପୁର ୬ ଜଣ, ଝାରସୁଗୁଡା ୧ ଜଣ, କଳାହାଣ୍ଡି ୨ ଜଣ, କନ୍ଧମାଳ ୧୨ ଜଣ, କେନ୍ଦ୍ରାପଡା ୩ ଜଣ, କେନ୍ଦୁଝର ୬ ଜଣ, ଖୋର୍ଦ୍ଧା ୭୫ ଜଣ, କୋରାପୁଟ ୪ ଜଣ, ମାଲକାନଗିରି ୮ ଜଣ, ମୟୁରଭଞ୍ଜ ୫ ଜଣ, ନବରଙ୍ଗପୁର ୨ ଜଣ, ନୟାଗଡ ୧୩ ଜଣ, ପୁରୀ ୧୬ଜଣ, ରାୟଗଡା ୨୮ଜଣ, ସମ୍ବଲପୁର ୧୫ ଜଣ, ସୁବର୍ଣ୍ଣପୁର ୨ ଜଣ, ସୁନ୍ଦରଗଡ ୩୮ଜଣଙ୍କର ମୃତ୍ୟୁ ହୋଇଛି ।
୨୭ ଜିଲ୍ଲାରୁ କରୋନା ମୃତକ ବାହାରିଥିବା ବେଳେ ଏଥିରୁ ବାଦ ପଡ଼ିଛି ୩ ଜିଲ୍ଳା । ସେଗୁଡ଼ିକ ହେଉଛି ବୌଦ୍ଧ, ଦେବଗଡ଼, ନୂଆପଡ଼ା ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0