spot_img

ଆସନ୍ତୁ ଜାଣିବା ଆଜି ପର୍ଯ୍ୟନ୍ତ କେଉଁ ଜିଲ୍ଲାରୁ କେତେ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି କରୋନା ଜନିତ ମୃତ୍ୟୁ ସଂଖ୍ୟା । ଆଜି ପର୍ଯ୍ୟନ୍ତ ଆମରାଜ୍ୟରେ ୫୧୪ ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଆସନ୍ତୁ ଜାଣିବା ଆଜିପର୍ପ୍ୟନ୍ତ କେଉଁ ଜିଲ୍ଲାରୁ କେତେଜଣଙ୍କ କରୋନାରେ ମୃତ୍ୟୁ ହୋଇଛି ।

coronad
ଅନୁଗୁଳ ଜିଲ୍ଲାରୁ ୪ ଜଣ, ବାଲେଶ୍ୱର ୧୨ ଜଣ, ବରଗଡ ୯ଜଣ, ଭଦ୍ରକ ୯ ଜଣ, ବଲାଙ୍ଗୀର ୫ ଜଣ, କଟକ ୩୨ ଜଣ, ଢେଙ୍କାନାଳ ୨ ଜଣ, ଗଜପତି ୧୮ ଜଣ, ଗଞ୍ଜାମ ୧୯୪ ଜଣ, ଜଗତସିଂହପୁର ୬ ଜଣ, ଯାଜପୁର ୬ ଜଣ, ଝାରସୁଗୁଡା ୧ ଜଣ, କଳାହାଣ୍ଡି ୨ ଜଣ, କନ୍ଧମାଳ ୧୧ ଜଣ, କେନ୍ଦ୍ରାପଡା ୩ ଜଣ, କେନ୍ଦୁଝର ୬ ଜଣ, ଖୋର୍ଦ୍ଧା ୬୯ ଜଣ, କୋରାପୁଟ ୩ ଜଣ, ମାଲକାନଗିରି ୭ ଜଣ, ମୟୁରଭଞ୍ଜ ୫ ଜଣ, ନବରଙ୍ଗପୁର ୨ ଜଣ, ନୟାଗଡ ୧୩ ଜଣ, ପୁରୀ ୧୬ଜଣ, ରାୟଗଡା ୨୬ଜଣ, ସମ୍ବଲପୁର ୧୫ ଜଣ, ସୁବର୍ଣ୍ଣପୁର ୨ ଜଣ, ସୁନ୍ଦରଗଡ ୩୬ଜଣଙ୍କର ମୃତ୍ୟୁ ହୋଇଛି ।

୨୭ ଜିଲ୍ଲାରୁ କରୋନା ମୃତକ ବାହାରିଥିବା ବେଳେ ଏଥିରୁ ବାଦ ପଡ଼ିଛି ୩ ଜିଲ୍ଳା । ସେଗୁଡ଼ିକ ହେଉଛି ବୌଦ୍ଧ, ଦେବଗଡ଼, ନୂଆପଡ଼ା ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular