ବାଲେଶ୍ୱର: ଟ୍ରାକ୍ଟର ଓଲଟି ଜଣେ ମୃତ । ବାଲେଶ୍ୱର ରାଇବଣିଆ ଥାନା ଅନ୍ତର୍ଗତ ନମାଣିଆ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ପଶ୍ଚିମବଙ୍ଗରୁ ରାଇବଣିଆ ଅଞ୍ଚଳରରେ ଇଟା ବୋଝେଇ ଟ୍ରାକ୍ଟର ଭାରସାମ୍ୟ ହରାଇ ଏକ ଗଛକୁ ପିଟି ଓଲଟି ତଳକୁ ଖସିପଡ଼ିଥିଲା । ଫଳରେ ଡ୍ରାଇଭରଙ୍କର ମୃତୁ୍ୟ ଘଟିଛି । ଖବର ପାଇ ରାଇବଣିଆ ପୁଲିସ ପହଂଚି ଜେସିବି ସାହାର୍ଯ୍ୟରେ ଟ୍ରାକ୍ଟରକୁ ଉଠାଇ , ଏବଂ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ କରୁଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0