spot_img

ରାଜ ରାସ୍ତାରେ ଟ୍ରମ୍ପ ସମର୍ଥକ

ୱାଶିଂଟନ: ଆମେରିକା ରାଜରାସ୍ଥାରେ ଓହ୍ଲାଇଲେ ହଜାର ହଜାର ଟ୍ରମ୍ପ ସମର୍ଥକ । ଟ୍ରମ୍ପ ସମର୍ଥକ ପୁନଃ ମତଗଣନା ପାଇଁ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ, ପେନସିଲଭାନିଆ, ନେଭାଡା ଭଳି ସ୍ଥାନରେ ଭୋଟ ଗଣତିରେ ଅନିୟମିତତା ହୋଇଛି । ଏନେଇ ଶନିବାର ଦିନ ୱାଶିଂଟନରେ ହଜାର ହଜାର ଟ୍ରମ୍ପ ସମର୍ଥକ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular