ମେଲବର୍ନ: ଭାରତ-ଅଷ୍ଟ୍ରଲିଆ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଦୁଇ ଭାରତୀୟ ଖେଳାଳି ଡେବ୍ୟୁ କରିବା ପାଇଁ ଯାଉଛନ୍ତି । ତେବେ ଶୁଭମାନ ଗିଲ ଓ ମହମ୍ମଦ ସିରାଜ ଉଭୟ ଖେଳାଳି ନିଜର ଡେବ୍ୟୁ ମ୍ୟାଚ ଖେଳିବା ପାଇଁ ଯାଉଛନ୍ତି । ଅନ୍ୟପଟେ ଏହି ମ୍ୟାଚରେ ଅଜିଙ୍କ୍ୟ ରାହାଣେ ଅଧିନାୟକ ବିରାଟ କୋହଲିଙ୍କ ସ୍ଥାନରେ ଟିମ ଇଣ୍ଡିଆର ଦାୟିତ୍ୱ ନେବେ ।
ALERT🚨: #TeamIndia for 2nd Test of the Border-Gavaskar Trophy against Australia to be played in MCG from tomorrow announced. #AUSvIND pic.twitter.com/4g1q3DJmm7
— BCCI (@BCCI) December 25, 2020



Visitors Today : 2
Total Visitors : 130168
Total Views : 9891614
Visitors Online Now : 0