spot_img

ଦୁର୍ନୀତି ବିରୋଧରେ ଯୋଗୀ ସରକାରଙ୍କ କଡା କାର୍ୟ୍ୟାନୁଷ୍ଠାନ

ଦୁର୍ନୀତି ବିରୋଧରେ ଯୋଗୀ ସରକାରଙ୍କ ବଡ ଅଭିଯାନ । ବେଆଇନ ଭାବେ ପଦନ୍ନୋତି ପାଇଥିବା ୪ଜଣ ଅଧିକାରୀଙ୍କୁ ଡ଼ିମୋସନ କରିଛନ୍ତି ଯୋଗୀ ସରକାର । ସୂଚନା ବିଭାଗର ୪ଜଣ ଅତିରିକ୍ତ ଜିଲ୍ଲା ସୂଚନା ଅଧିକାରୀଙ୍କୁ ଡ଼ିମୋସନ କରାଯାଇଛି । ପଦନ୍ନୋତି ପାଇଁ ୪ଜଣ ଅଧିକାରୀଙ୍କୁ ଡ଼ିମୋସନ କରାଯାଇ ଚପରାସୀ, ଚୌକିଦାର, ଅପରେଟର ଏବଂ ସହୟକ ଭାବେ ନିଯୁକ୍ତ କରାଯାଇ ତାଙ୍କୁ ମୂଳ ପଦବୀକୁ ଫେରାଇ ଦିଆଯାଇଛି । ପଦନ୍ନୋତି ପାଇଥିବା ୪ଜଣ ଅଧିକାରୀ ହେଲେ ନରସିଂହ, ଦୟାଶଙ୍କର, ବିନୋଦ କୁମାର ଶର୍ମା ଏବଂ ଅନିଲ କୁମାର ସିଂ । ନରସିଂହକୁ ଚପରାସି ଭାବେ, ଦୟାଶଙ୍କରଙ୍କୁ ଚୌକିଦାର ଭାବେ, ବିନୋଦ କୁମାର ଶର୍ମା, ଅନିଲ କୁମାର ସିଂଙ୍କୁ ସିନେମା ଏବଂ ପ୍ରଚାର ସହାୟକ କରାଯାଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular