ଭୁବନେଶ୍ଵର: ଗାଡି କାଗଜପତ୍ରର ବୈଧତା ତିନି ମାସ ବଢିଛି। ଏ ନେଇ କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଡ୍ରାଇଭିଂ ଲାଇସେନ୍ସ, ପରମିଟ୍, ଫିଟନେସ୍ ଅବଧି ୨୦୨୧ ମାର୍ଚ୍ଚ ପର୍ୟ୍ୟନ୍ତ ବଢା ଯାଇଛି। ୨୦୨୦ ଫେବୃଆରୀଠାରୁ ଯେଉଁ ଗାଡି କାଗଜପତ୍ରର ଅବଧି ସରି ଯାଇଛି ତାର ବୈଧତା ୨୦୨୧ ମାର୍ଚ୍ଚ ପର୍ୟ୍ୟନ୍ତ ଜାରି ରହିବ। ଏପରିରିକି ଯାହାଙ୍କ ବୈଧତା ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ସରୁଛି ତାହା ମଧ୍ୟ ବୈଧ୍ୟ ରହିବ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0