ଭୁବନେଶ୍ବର : ବେଣୁଗୋପଳ ଧୁତଙ୍କ ଇଲେକ୍ଟ୍ରୋନିକ୍ସ କଂପାନି ଭିଡିଓକନ୍କୁ କିଣିବା ଲାଗି ଅନିଲ ଅଗ୍ରୱାଲଙ୍କ ସଂସ୍ଥା ବେଦାନ୍ତ ଅଗ୍ରୱାଲ୍ ଆଗ୍ରହ ପ୍ରକାଶ କରିଛି। ଆମେରିକାର ଏଇଟ୍ କ୍ୟାପିଟାଲ୍ ନାମକ ସଂସ୍ଥା ସହ ମିଶି ବେଦାନ୍ତ ବିଡ୍ ଦାଖଲ କରିଛି। ଭିଡିଓକନକୁ କିଣିବା ଲାଗି ୧୧ଟି ବିଡ୍ ଆସିଛି। ସେଥି ମଧ୍ୟରୁ ବେଦାନ୍ତର ବିଡ୍ ଅନ୍ୟତମ ବୋଲି ଜଣାପଡ଼ିଛି।



Visitors Today : 1
Total Visitors : 130430
Total Views : 9891961
Visitors Online Now : 0