ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ନାଥ ପ୍ରଧାନ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ହୋଇଛି । ୬କୋଟି ୫୩ ଲକ୍ଷ ୮୬ ହଜାର ୭୧୦ ଟଙ୍କାର ଅଚଳା ଅଚଳ ସମ୍ପତ୍ତି ଠାବ ହୋଇଛି । ବାଲିପାଟଣାରେ ଥିବା ୪୮ଟି ଫ୍ଲାଟ, ଭୁବନେଶ୍ୱରରେ ଦୁଇଟି ଦୁଇ ତାଲା କୋଠା, ନହରକଂଟାରେ ଘର, ଗଞ୍ଜାମ ଏବଂ ଭୁବନେଶ୍ୱରରେ ୮ଟି ପ୍ଲଟ, ୨ଟି ଚାରି ଚକିଆ ଯାନ, ଗୋଟିଏ ଦୁଇ ଚକିଆ ଯାନ, ସୁନା ଗହଣା, ଏଲଆଇସି ପଲିସି । ଅଫିସ କାର୍ୟ୍ୟାଳୟ ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0