ମୁମ୍ବାଇ: ଭାଇରାଲ ହେଲା ନେହୁପ୍ରୀତଙ୍କ ହନିମୁନ ଟ୍ରିପର ଭିଡ଼ିଓ । ନେହା ଦୁବାଇର ନିଜ ହୋଟେଲ ରୁମୁରୁ ଏକ ଭିଡ଼ିଓ ସେୟାର କରିଛନ୍ତି । ଭିଡ଼ିଓରେ ନେହା ନିକଟରେ ରିଲିଜ ହୋଇଥିବା ଗୀତ ‘ଏକ୍ସ କଲିଂ’ ରେ ଲିପସିଙ୍କ କରୁଥିବାର ନଜର ଆସିଛନ୍ତି । ଏହି ଗୀତଟିକୁ ରାଇଟର ବଚ୍ଚୁ ଲେଖିଥିବା ବେଳେ ରୋହନପ୍ରୀତ ଏହାକୁ ଗାଇଛନ୍ତି । ସେହିପରି ୟୁଜର୍ସଙ୍କୁ ମଧ୍ୟ ନେହା କକ୍କରଙ୍କ ଏହି ଭିଡିଓ ବହୁତ ପସନ୍ଦ ଆସିଛି। ୟୁଜର୍ସ ତାଙ୍କ ଭିଡିଓରେ କମେଣ୍ଟ ଜରିଆରେ ପ୍ରତିକ୍ରିୟା ଦେଉଛନ୍ତି। ନିକଟରେ ନେହା କକ୍କର ନିଜ ଭିଡିଓ ସେୟାର କରିଥିଲେ,ଯେଉଁଥିରେ ସେ ଓପନ କାର୍ରେ ବସି ଦୁବାଇର ରାସ୍ତାରେ ବୁଲୁଥିବାର ଦେଖାଯାଇଥିଲେ।



Visitors Today : 0
Total Visitors : 130436
Total Views : 9891967
Visitors Online Now : 0