spot_img

ନିରାଶ କଲେ ବିରାଟ-ଶ୍ରେୟସ

ସିଡନୀ: ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଏକଦିବସୀୟ ମ୍ୟାଚରେ ପ୍ରଥମେ ଅଷ୍ଟ୍ରେଲିଆ ବ୍ୟାଟିଂ କରି ୩୭୬ରନର ଏକ ବିଶାଳ ସ୍କୋର କରଛି । ଏହାର ଜବାବରେ ଭାରତୀୟ ଦଳ ନୌରାଶଜନକ ପ୍ରଦର୍ଶନ କରିଛି । ତେବେ ଜୋଶ ହେଜଲଡ ପ୍ରଥମେ ମୟଙ୍କ ଅଗ୍ରୱାଲଙ୍କୁ ମାତ୍ର ୬ ଓଭରରେ ହିଁ ଆଉଟ କରିଥିଲେ । ଅନ୍ୟପଟେ କ୍ୟାନଟେନ ବିରାଟ କୋହଲି ଓ ଶ୍ରେୟସ ଆୱାରଙ୍କ ବ୍ୟାଟିଂର ଯାଦୁ ଦର୍ଶକଙ୍କୁ ଦେଖିବା ପାଇଁ ମିଳିନଥିଲା ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular