ଇଣ୍ଡିଆ କ୍ରିକେଟ ଟିମ ର ଅଧିନାୟକ ବିରାଟ କୋହିଲି ରାଗି ଯାଇଛନ୍ତି | ଇଂଲଣ୍ଡ ବିରୋଧରେ ସେ ଲମ୍ବା ରନରେ ଖେଳିବାକୁ ଚାହୁଁଥିଲେ ମଧ୍ୟ ସେଥିରେ ଅସଫଳ ହୋଇଛନ୍ତି | ମାତ୍ର 44 ରନ ସଂଗ୍ରହ କରି ସେ ଆଉଟ ହୋଇଛନ୍ତି | ବିରାଟ ପୁରା ଫର୍ମରେ ଥିଲେ ଏବଂ ଭଲ ସଟ୍ସ ବି ମାରିଥିଲେ | କିନ୍ତୁ ମୋଇନ ଅଲି ତାଙ୍କୁ ସଫଳ ହେବାକୁ ଦେଇ ନଥିଲେ | ବିରାଟ ଆଉଟ ହୋଇ ଡ୍ରେସିଂ ରୁମ କୁ ଯାଇ ନିଜ ରାଗ ଦେଖାଇ ଥିଲେ | ସେ ରାଗିକି କାନ୍ଥରେ ହାତକୁ ଜୋର କରି ବାଡ଼େଇବାର ଭିଡିଓ ଭାଇରାଲ ହେବାରେ ଲାଗିଛି | ସେ ତାଙ୍କ ରାଗକୁ ଆୟତ୍ତରେ ରଖି ପାରନ୍ତିନି ବୋଲି ସମସ୍ତେ ଜାଣିଛନ୍ତି | ଏହା ପ୍ରଥମ ଥର ପାଇଁ ହୋଇ ନାହିଁ ଏହା ପୂର୍ବରୁ ମଧ୍ୟ ବିରାଟ ଅନେକ ବାର ଡ୍ରେସିଂ ରୁମ ରେ ରାଗିଛନ୍ତି |



Visitors Today : 3
Total Visitors : 130166
Total Views : 9891611
Visitors Online Now : 0