spot_img

ଅଧିନାୟକ ପଦ ଛାଡ଼ିବେ ବିରାଟ

ଭାରତୀୟ ଟି – 20 କ୍ୟାପଟେନ ବିରାଟ କୋହିଲି ନିଜ ଅଧିନାୟକ ପଦ ଛାଡ଼ିବେ | ଏନେଇ ଟ୍ୱିଟ କରି ନିଜେ ସୂଚନା ଦେଇଛନ୍ତି ବିରାଟ | ଟି – 20 ବିଶ୍ୱକପ ଯାଏ ନିଜ ପଦବୀରେ କାର୍ଯ୍ୟରତ ରହିବେ ବୋଲି ସେ କହିଛନ୍ତି | ତାପରେ ସେ ନିଜ ପଦବୀରୁ ଇସ୍ତଫା ଦେବେ | ତେବେ ଏନେଇ ବିରାଟଙ୍କ ଫ୍ୟାନ୍ସ ମହଲରେ ଅସନ୍ତୋଷ ଦେଖାଯାଇଛି | କାହିଁକି ଓ କେଉଁ ପରିସ୍ଥିତିରେ ସେ ଇସ୍ତଫା ଦେଇଛନ୍ତି ସେ ନେଇ କୌଣସି ସୂଚନା ମିଳିନାହିଁ | ରବି ସାଷ୍ଟ୍ରୀ ଓ ରୋହିତ ଶର୍ମା ଙ୍କ ସହ ଆଲୋଚନା ପରେ ସେ ଏଭଳି ନିଷ୍ପତି ନେଇଥିବା କହିଛନ୍ତି | ପୂର୍ବରୁ ଏନେଇ ଚର୍ଚ୍ଚା ହୋଇଥିଲା |

LEAVE A REPLY

Please enter your comment!
Please enter your name here

- Advertisment -

Most Popular