spot_img

 ଉଷ୍ମ ହେବାରେ ଲାଗିଛି ପଶ୍ଚିମବଙ୍ଗ ନିର୍ବାଚନ 

 ଉଷ୍ମ ହେବାରେ ଲାଗିଛି ପଶ୍ଚିମବଙ୍ଗ ନିର୍ବାଚନ   ଟିଏମସି ନେତ୍ରୀ ମମତା ବାନାର୍ଜୀ ପୁଣି ଥରେ ସରକାରକୁ ଫେରିବା ପାଇଁ କସରତ କରୁଛନ୍ତି ପଶ୍ଚିମବଙ୍ଗରେ ସର୍ବପ୍ରଥମେ ଟିଏମସି ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା କିନ୍ତୁ ଏବେସୁଦ୍ଧା ଦଳ ୪ଟି ବିଧାନସଭା ଆସନରେ ବଡ ପରିବର୍ତ୍ତନ କରିଛି ଏଠାରେ ପୂର୍ବରୁ ଦିଆଯାଇଥିବା ପ୍ରାର୍ଥୀଙ୍କୁ ବଦଳ କରାଯାଇଛି ତେବେ ଏହା ପଛର କାରଣ କହିନି ଟିଏମସି ତେବେ ଅସନ୍ତୁଷ୍ଟଙ୍କୁ ମନାଇବାକୁ ଦଳ ଏପରି କରିଥିବା କୁହାଯାଉଛି ।ଟିଏମସି ତରଫରୁ କୁହାଯାଇଛି ଯେ, କଲ୍ୟାଣୀ, ଅଶୋକନଗର, ଦୁବରାଜପୁର ଅମଡଙ୍ଗାରେ ପ୍ରାର୍ଥୀ ବଦଳା ଯାଇଛି ଦଳ ନୂଆ ପ୍ରାର୍ଥୀଙ୍କୁ ଟିକେଟ୍ ପ୍ରଦାନ କରିଛି ।ଯେବେ ମମତା ନିଜର ପ୍ରାର୍ଥୀ ତାଲିକା ଜାରି କରିଥିଲେ ସେତେବେଳେ ଅନେକ ନେତା ଅସନ୍ତୁଷ୍ଟ ଖିଲେ ଏପରିକି ଦଳ ଛାଡିବାକୁ ଧମକ ଦେଇଥିଲେ ଏହାକୁ ରୋକିବାକୁ ଦଳ ୪ଟି ଆସନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular