spot_img

ପଶ୍ଚିମବଙ୍ଗରେ ନିରପେକ୍ଷ ନିର୍ବାଚନ ପାଇଁ ଦାଖଲ ହୋଇଥିବା ଆବେଦନକୁ ଖାରଜ କରିଛି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ଦାବିରେ ଦାଖଲ ହୋଇଥିବା ଆବେଦନ ଶୁଣିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ଏହି ଆବେଦନ ପତ୍ରରେ ରାଜ୍ୟର ବିପକ୍ଷ ଦଳର ନେତା ମାନଙ୍କର ସୁରକ୍ଷା ପ୍ରସଙ୍ଗକୁ ଉଲ୍ଲେଖ କରାଯାଇଥିଲା । ଭାରତୀୟ ଜନତା ଦଳର ନେତା ମାନଙ୍କୁ ସୁରକ୍ଷା ଦେବା ପାଇଁ ଉଲ୍ଲେଖ କରାଯାଇଥିଲା । ଏହା ସହ ରହିଙ୍ଗିଆ ମୁସଲମାନଙ୍କ ନକଲି ମତଦାନ ବିଷୟରେ ମଧ୍ୟ କୁହାଯାଇଥିଲା । ଯାହାକୁ ଆଜି ସୁପ୍ରିମକୋର୍ଟ ଆବେଦନ ଶୁଣାଣିକୁ ମନା କରିଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular