spot_img

ଝିଅମାନେ କେବେ ସୁରକ୍ଷିତ ରହିବେ : ମହେଶ ବାବୁ

ଗତ ସେପ୍ଟେମ୍ବର ୯ ରେ ଯେତେବେଳେ ହାଇଦ୍ରାବାଦର ସିଙ୍ଗାରେନି କଲୋନୀର ଜଣେ ୬ ବର୍ଷର ବାଳିକା ଗତ ସପ୍ତାହରେ ନିଖୋଜ ହୋଇଯାଇଥିଲା। ପରେ ତାଙ୍କ ମୃତଦେହ ଏକ ନିର୍ଜନ ସ୍ଥାନରେ ମିଳିଥିଲ। | ଯାହାକୁ ନେଇ ସାଉଥ୍ ଫିଲ୍ମ ସୁପରଷ୍ଟାର ମହେଶ ବାବୁ କ୍ରୋଧିତ ହୋଇଯାଇଛନ୍ତି। ମହେଶ ଏହି ଘଟଣାକୁ ହୃଦୟ ବିଦାରକ ବୋଲି ବର୍ଣ୍ଣନା କରି ପଚାରିଛନ୍ତି, “ଆମ ଝିଅମାନେ କେବେ ସୁରକ୍ଷିତ ରହିବେ?” | ଏହି ଜଘନ୍ୟ ଅପରାଧ, ଏହା ସ୍ଣରଣ କରାଏ ଯେ ଏକ ସମାଜ ଭାବରେ ଆମେ କେତେ ତଳକୁ ଖସିଯାଇଛୁ। ଆମ ଝିଅମାନେ କେବେ ସୁରକ୍ଷିତ ରହିବେ?, ଏହା ସର୍ବଦା ଏକ ଚିନ୍ତା କରିବା ପ୍ରଶ୍ନ। ପରିବାର ବର୍ତ୍ତମାନ କେଉଁ ପର୍ଯ୍ୟାୟ ଦେଇ ଗତି କରୁଥିବ କଳ୍ପନା କରି ହେବନାହିଁ।’

LEAVE A REPLY

Please enter your comment!
Please enter your name here

- Advertisment -

Most Popular