ଖୋର୍ଦ୍ଧା: ଖୋର୍ଦ୍ଧା ବନଖଣ୍ଡ ଅଧିନ ଧଉଳିମୁହଁର ଦୁର୍ଗାପ୍ରସାଦ ଗ୍ରାମରେ ହାତୀ ଆକ୍ରମଣ । ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ମୁତାବକ ମଞ୍ଜୁଲତା ବେହେରା ନାମକ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ନିତ୍ୟାନନ୍ଦ ବେହେରା, ମମତା ଭାରିମଲ୍ଲ ସସ୍ମିତା ଭାରିମଲ୍ଲ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତିଙ୍କ କହିବାନୁଯାୟୀ ସେମାନେ ସକାଳେ ଘର ପଛପଟେ ନିତ୍ୟକର୍ମ କରୁଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0