ଦେବଗଡ : ବନ୍ଦ କୋଠରୀଙ୍କୁ ମହିଳାଙ୍କ ମୃତଦେହ ଠାବ । ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଲି ଗାଁରେ । ମୃତକ ହେଲେ ମୋହିନୀ ଦିପ୍ ।
ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଲି ଗାଁରେ ମହିଳାଙ୍କ ମୃତଦେହ ଠାବ ହୋଇଛି । ମହିଳା ଜଣଙ୍କ ଘରେ ଏକା ରହୁଥିଲେ , ତେବେ କିଏ ହତ୍ୟା କରିଛନ୍ତି ନାଁ ଆତ୍ମହତ୍ୟା କରିଛନ୍ତି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଘଟଣାରେ ପୋଲିସ ତଦନ୍ତ କଲେ ସଂପୂର୍ଣ୍ଣ ତଥ୍ୟା ସାମ୍ନାକୁ ଆସିବ ବୋଲି ସ୍ଥାନୀୟଲୋକେ ସୂଚନା ଦେଇଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0