spot_img

ଡିସିପି ଅଫିସ ଭିତରକୁ ପଶିବାକୁ ଉଦ୍ୟମ କଲେ ଛାତ୍ର କଂଗ୍ରେସ କର୍ମୀ

କଂଗ୍ରେସ ଭବନ ଭିତରେ ପୋଲିସ ପଶି କଂଗ୍ରେସ କର୍ମୀଙ୍କୁ ପିଟିବା ଅଭିଯୋଗରେ ଭୁବନେଶ୍ବର ଡିସିପି ଅଫିସ୍ ଆଗରେ ଗଣଧାରଣ ଦେଇଛି କଂଗ୍ରେସ । ପୋଲିସର ଏଭଳି କାର୍ୟ୍ୟକୁ ନିନ୍ଦା କରିବା ସହ କଂଗ୍ରେସ ପ୍ରତିବାଦ କରିଛି । ଆକ୍ରମଣରେ ଦୋଷୀମାନଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ଦାବି କରିଛି। ଗଣ ଧାରଣା ଦେବା ପରେ ଡିସିପି ଅଫିସ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ ଛାତ୍ର କଂଗ୍ରେସ କର୍ମୀ । ଫଳରେ ଛାତ୍ର କଂଗ୍ରେସ ଓ ପୋଲିସ ମୁଁହାମୁଁହି ହୋଇଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular